32.7 C
Bhubaneswar
Saturday, June 27, 2026
Homeଓଡିଶାଭୀମସେନକୁ ଫାଶୀ ମିଳୁ: ଚନ୍ଦ୍ରିକାଙ୍କ ମା’

ଭୀମସେନକୁ ଫାଶୀ ମିଳୁ: ଚନ୍ଦ୍ରିକାଙ୍କ ମା’

ଭୁବନେଶ୍ୱର: ଭୀମସେନ ଟୁଡୁଙ୍କୁ ଚାକିରୀରୁ ବହିଷ୍କାର ପରେ ଚନ୍ଦ୍ରିକା ମାଆ ପ୍ରତିକ୍ରିୟାରେ ରଖି କହିଛନ୍ତି, ଚାକିରିରୁ ବହିଷ୍କାର ଓ ଭବିଷ୍ୟତରେ ସରକାରୀ ଚାକିରି ବାରଣ ଅଶ୍ୱସ୍ତ କରିଛି । ତାକୁ ଫାଶୀ ଖୁଣ୍ଟରେ ନ ଝୁଲାଇବା  ଯାଏ ମୋତେ ଶାନ୍ତି ମିଳିବ ନାହିଁ । ଏପରି ଦଣ୍ଡ ମିଳିଲେ ଆଗାମୀ ପିଢି ପ୍ରତାରଣା କରିବାକୁ ଭୟ କରିବ । ମୋ ଝିଅକୁ ତ ମୁଁ ଆଉ ପାଇବିନି, ତେଣୁ ତାକୁ ଫାଶୀ ମିଳିବା ଦରକାର । ମୋ ଝିଅକୁ ଯେପରି ଶାରୀରିକ, ମାନସିକ ନିର୍ଯାତନା ଦେଇଛି ତାର ଫଳ ଭୋଗୁ । ସୂଚନାଥାଉକି, ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ପରେ ତାଙ୍କ ପୁରୁଷବନ୍ଧୁଙ୍କ ଉପରେ ମୁଖ୍ୟମନ୍ତ୍ରୀ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତାଙ୍କୁ ଓଟିଏଏସ ପଦରୁ ବହିଷ୍କାର କରାଯାଇଛି ଏବଂ କୌଣସି ସରକାରୀ ଚାକିରୀ କରିପାରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking