35.5 C
Bhubaneswar
Monday, June 22, 2026
Homeଓଡିଶାୟୁଜି ମେରିଟ ଲିଷ୍ଟ: ରେଭେନ୍ସା ଆଗରେ

ୟୁଜି ମେରିଟ ଲିଷ୍ଟ: ରେଭେନ୍ସା ଆଗରେ

ଭୁବନେଶ୍ୱର : ପ୍ରକାଶ ପାଇଲା ୟୁଜି ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ। କଟ୍ ଅଫରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏଥର ଆଗରେ ରହିଛି। ଅଧିକାଂଶ ଷ୍ଟ୍ରିମରେ ରେଭେନ୍ସା ଆଗରେ ରହିଛି। ରେଭେନ୍ସା କଳା (ରାଜନୀତି ବିଜ୍ଞାନ) କଟ୍ ଅଫ୍ ୯୪.୫୦%। (ବିଜ୍ଞାନରେ) ଫିଜିକ୍ସ ୯୬.୫୦%, ଜୁଲୋଜି ୯୪.୮୩%।ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ ରହିଛି। ଏଥିରେ କଟ୍ ଅଫ୍ ଯାଇଛି ୮୯.୧୭%।ସେଲ୍ଫ ଫାଇନାନ୍ସିଂ ଷ୍ଟ୍ରିମରେ ବିଜେବି ଆଗରେ। ବିଜେବିରେ କମ୍ପ୍ୟୁଟର ସାଇନ୍ସ କଟ୍ ଅଫ୍ ୯୨% ରହିଛି।ସୂଚନାନୁଯାୟୀ, ୟୁଜି (ଡିଗ୍ରୀ +୩) ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ତାଲିକା ଆଜି ପ୍ରକାଶିତ ହୋଇଛି। ଏହି କ୍ରମରେ ମୋଟ ଆସନସଂଖ୍ୟା ୨,୮୭,୩୨୭ ଥିବା ବେଳେ ଆବେଦନ କରିଥିବା ମୋଟ ଛାତ୍ରଛାତ୍ରୀ ୨,୩୭,୨୦୦। ମୋଟ ସଂଖ୍ୟା ମନୋନୀତ ଛାତ୍ରଛାତ୍ରୀଙ୍କ ସଂଖ୍ୟା: ୧,୭୮,୭୮, ସେମାନଙ୍କ ମଧ୍ୟରୁ ୬୯,୧୮୨ ଛାତ୍ର ମନୋନୀତ ହୋଇଥିବା ବେଳେ ୧,୦୯,୫୯୧ ଛାତ୍ରୀ ମନୋନୀତ ହେବେ। ସେହିପରି ଟ୍ରାନ୍ସଜେଣ୍ଡର ୯।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking