35.5 C
Bhubaneswar
Monday, June 22, 2026
Homeଓଡିଶାପ୍ରଶ୍ନ କରୁଥିବା ଲୋକେ ହତ୍ୟାକାରୀ, ଦୁଷ୍କର୍ମୀ: ମନ୍ତ୍ରୀ

ପ୍ରଶ୍ନ କରୁଥିବା ଲୋକେ ହତ୍ୟାକାରୀ, ଦୁଷ୍କର୍ମୀ: ମନ୍ତ୍ରୀ

ଭୁବନେଶ୍ୱର: ପ୍ରଶ୍ନ କରୁଥିବା ଲୋକେ ନିଜେ ହତ୍ୟାକାରୀ , ଦୁଷ୍କର୍ମୀ । ଗଞ୍ଜାମ ଗୋଳନ୍ଥରାରେ ଇଂଜିନିୟରିଂ ଛାତ୍ରୀ ମୃତ୍ୟୁ ଘଟଣାରେ ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ, ମୋ ପୁତୁରାର ନାଁ ଆସୁଥିଲା ପୋଲିସ ତାକୁ ଗିରଫ କରିଛି । ପୂର୍ବ ସରକାରରେ ମମିତା ମେହେରେ ଏବଂ ମାହାଙ୍ଗା ଡବଲ ମର୍ଡର କଥା ଉଠାଇ ମନ୍ତ୍ରୀ କହିଛନ୍ତି , ମମିତା ମେହେର ମାମଲାରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗିରଫ ହୋଇନଥିଲେ । ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନଥିଲା । ଆଇନର ଉପରେ କେହି ନୁହଁନ୍ତି, ଆଇନ ତା ବାଟରେ ଯାଇଛି । ଆମ ସରକାର ଘଣ୍ଟ ଘୋଡାଇବା ସରକାର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking