27.2 C
Bhubaneswar
Tuesday, July 14, 2026
Homeଓଡିଶାବଜ୍ରପାତରେ ୧୭ଟି ଛେଳି ମୃତ

ବଜ୍ରପାତରେ ୧୭ଟି ଛେଳି ମୃତ

ଭଞ୍ଜନଗର: ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ ଶ୍ରେଣୀର। ତେଣୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ସେମାନେ ନିବେଦନ କରିଛନ୍ତି।ଘଟଣାରୁ ପ୍ରକାଶ ଯେ, ଭାଷ୍କର ମଲ୍ଲିକ ,ଗଙ୍ଗାଧର ପ୍ରଧାନ ,ରବୀନ୍ଦ୍ର ମାଝି ,ନିଳାମ୍ବର ପ୍ରଧାନ ,ଶୁରେସ୍ ମଳିକଙ୍କ ସମେତ ଆଉ କିଛି ଚାଷୀ ମିଶି  ଗ୍ରାମ ନିକଟରେ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ମାରିଥିଲା। ଫଳରେ ଘଟଣା ସ୍ଥଳରେ ସେମାନଙ୍କର ୧୭ ଟି ଛେଳି ମୃତ୍ୟୁବରଣ କରିଥିଲେ। ଚାଷୀ ମାନେ ଏହି ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking