33.6 C
Bhubaneswar
Thursday, June 18, 2026
Homeଓଡିଶାଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କେନ୍ଦୁଝର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୟୁରଭଞ୍ଜ ଯାଉଥିବା ବେଳେ ଏନଏଚ- ୪୯ ନିକଟ ଜଗମୋହନପୁରରେ ଦୁର୍ଘଟଣା ଘଟିଛି । ଆଗରେ ଥିବା ପାଇଲଟ ଗାଡି ହଠାତ ବ୍ରେକ ମାରିବାରୁ ଦୁର୍ଘଟଣା ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଏନ୍ୟ ଏକ ଗାଡିରେ ମୟୁରଭଞ୍ଜ ଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking