37.4 C
Bhubaneswar
Saturday, June 13, 2026
Homeଦେଶ ବିଦେଶଆସାମ ଜୋରହାଟ ଏୟାରବେସରେ ଆଇଏଏଫ ଜେଟ କ୍ରାସ

ଆସାମ ଜୋରହାଟ ଏୟାରବେସରେ ଆଇଏଏଫ ଜେଟ କ୍ରାସ

ନୂଆଦିଲ୍ଲୀ: ଆସାମ ଜୋରହାଟ ଏୟାରବେସରେ ଆଇଏଏଫ ଜେଟ କ୍ରାସ । ଭାରତୀୟ ବାୟୁସେନା ର ଏଏନ- ଏୟାରକ୍ରାଫ୍ଟ କ୍ରାସ ହୋଇଛି । ଭାରତୀୟ ବିମାନଟି ରୋଉରିଆ ବାୟୁସେନା ଘାଟିରେ ଅବତରଣ କରିବା ବେଳେ ବିମାନରେ ନିଆଁ ଲାଗିଛି ବୋଲି ସେଠାକାର ଅଧିକାରୀ ଜଣକ କହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏଯାଏଁ ବିମାନରେ ନିଆଁ କିପରି ଲାଗିଲା, କ୍ଷୟକ୍ଷତି ଏବଂ ମୃତାହତଙ୍କ ରିପୋର୍ଟ ଜଣାପଡିନାହିଁ । ଯାହା ଏବେ ଏହି ଭିଡିଓ ନିଆଁ ଭଳି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking