34.1 C
Bhubaneswar
Thursday, May 28, 2026
Homeଓଡିଶାଆଜି ଜୟପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଆଜି ଜୟପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ପେପର ମିଲକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି କ୍ରିୟାନୁଷଠାନ କମିଟି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସମସ୍ତ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିବ । ଗତ ୨୦୨୪ ମସିହାରୁ ପେପର ମିଲ ବନ୍ଦ ରହିଛି । ଏହା ଉପରେ ନିର୍ଭର କରୁଥିବା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ୧୦ ହଜାରରୁ ଅଧିକ ପରିବାର ଜୀବନ ଜୀବୀକା ଉପରେ ପ୍ରଭାବ ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking