ଭୁବନେଶ୍ୱର: ଖାଇବା ତେଲ ଦାମ ବୃଦ୍ଧି: ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଲା ବ୍ୟବସାୟୀ ସଂଘ । କେହି ଭୟଭୀତ ହୋଇ ଅଧିକ କିଣାକିଣି ନ କରିବାକୁ ସଂଘ ମହାସିବ ଅପିଲ କରିଛନ୍ତି । ଦରଦାମ ବଢିବାରେ କୌଣସି ସମ୍ଭାବନା ନାହିଁ, ସାମଗ୍ରୀ ମହଜୁଦ ଅଛି । ସରକାର ପରିବହନ ବ୍ୟବସ୍ଥାକୁ ସ୍ୱାଭାବିକ କଲେ ସମସ୍ୟା ହେବନି । ଏସବୁ ସତ୍ତ୍ୱେ ଏବେ ପରିବହନ କାରୀ ସଂସ୍ଥା ଅଧିକ ଦେୟ ଦାବି କରୁଛନ୍ତି । ତେଣୁ ଯାହା ଅଧିକ ଖର୍ଚ୍ଚ ହେବ ତାହା ଖାଉଟିଙ୍କ ଉପରେ ହିଁ ପଡିବ ।









