32.1 C
Bhubaneswar
Wednesday, May 13, 2026
Homeଓଡିଶାତିରିଂ ଅଞ୍ଚଳରେ ଡବଲ ମର୍ଡର

ତିରିଂ ଅଞ୍ଚଳରେ ଡବଲ ମର୍ଡର

ମୟୁରଭଞ୍ଜ : ରାଇରଙ୍ଗପୁର ପୁଲିସ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଡବଲ ମର୍ଡର ଘଟଣା ଅଞ୍ଚଳରେ ଶୋକର ଛାୟା ସହ କୋକୁଆ ଭୟ ସୃଷ୍ଟି କରିଛି। ଘଟଣା ଅନୁଯାଇ ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମରେ, ଆଜି ସକାଳ ୯ଟା ସମୟରେ ଜଣେ ବ୍ୟକ୍ତି ଗ୍ରାମ ରାସ୍ତାରେ ଦୁଇ ବ୍ୟକ୍ତିଙ୍କୁ ଶାବଳରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟ ଘଟିଥିଲା। ଆସାମୀକୁ ଧରି ଗୋଡ଼ହାତ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ ଉତ୍ତ୍ୟକ୍ତ ଲୋକେ। ଫଳରେ ଅଭିଯୁକ୍ତର ଗୋଡ଼ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking