ଭୁବନେଶ୍ୱର: ଖୁବଶୀଘ୍ର ଚାଲିବ ପୁରୀ- କୋରାପୁଟ ନୂଆ ଏକ୍ସପ୍ରେସ । ସପ୍ତାହରେ ୩ ଦିନ ଚାଲିବା ନେଇ ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ ।