36.1 C
Bhubaneswar
Thursday, May 14, 2026
Homeଓଡିଶାଜୁଲାଇ ୧ରୁ ଓଡିଶାରେ ଏସଆଇଆର

ଜୁଲାଇ ୧ରୁ ଓଡିଶାରେ ଏସଆଇଆର

 ଭୁବନେଶ୍ୱର: ଜୁଲାଇ ୧ରୁ ଓଡିଶାରେ ଏସଆଇଆର । ଓଡିଶା ସମେତ ୧୬ ରାଜ୍ୟରେ ହେବ ଏସଆଇଆର । ୩ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଜୁଲାଇ ୧ରୁ ଏସଆଇଆର ।ଇସିଆଇ ପକ୍ଷରୁ ଫେଜ -୩ ଏସଆଇଆର ନେଇ ବିଧିବଦ୍ଧ ଭାବେ ନୋଟିସ ରହିଛି । ୩.୯୪ ଲକ୍ଷ ବୁଥ ଲେବଲ ଅଫିସର ଘର ବୁଲିବେ । ୩୬ କୋଟିରୁ ଅଧିକ ଭୋଟରଙ୍କ ତଥ୍ୟ ସଂଗ୍ରହ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ସମସ୍ତ ପୋଲିଂ ବୁଥ ପାଇଁ ଏଜେଣ୍ଟ ନିଯୁକ୍ତି ନେଇ ରାଜନୈତିକ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking