ନୂଆଦିଲ୍ଲୀ: ଆସନ୍ତା ୯ରେ ବେଙ୍ଗଲରେ ସରକାର ଗଠନ କରିବ ବିଜେପି । ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ହେବ । ଏନେଇ ସୂଚନା ଦେଲେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସମିକ ଭଟ୍ଟାଚାର୍ଯ୍ୟ । କାଲି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ବସିବ , ନେତା ନିର୍ବାଚନ କରିବେ । ବୈଠକରେ ଯୋଗଦେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ , ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।









