31.1 C
Bhubaneswar
Monday, April 27, 2026
Homeଓଡିଶାକଂଗ୍ରେସ ଛାଡିଲେ ପ୍ରଶାନ୍ତ ଶତପଥୀ

କଂଗ୍ରେସ ଛାଡିଲେ ପ୍ରଶାନ୍ତ ଶତପଥୀ

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ପ୍ରଶାନ୍ତ ଶତପଥୀ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କୁମାର ଶତପଥୀ । ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ଇସ୍ତଫା ଦେବା ସହ ପିସିସି ସଭାପତିଙ୍କ ବିରୋଧରେ ରୋଷ ଝାଡିଲେ  ପ୍ରଶାନ୍ତ ଶତପଥୀ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking