44.1 C
Bhubaneswar
Wednesday, April 22, 2026
Homeଓଡିଶାସରକାରଙ୍କ ଉପରେ ନିବେଶକଙ୍କ ଭରସା ବଢିଛି

ସରକାରଙ୍କ ଉପରେ ନିବେଶକଙ୍କ ଭରସା ବଢିଛି

ଭୁବନେଶ୍ୱର: ସରକାରଙ୍କ ଉପରେ ନିବେଶକଙ୍କ ଭରସା ବଢିଛି । ରାଜ୍ୟରେ ଜେଏସଡବ୍ଲ୍ୟୁ – ପୋସ୍କୋର ନିବେଶ ନେଇ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ ସୂଚନା ଦେଇ କହିଛନ୍ତି, କେନ୍ଦୁଝରରେ ପ୍ରକଳ୍ପ ଆଗେଇ ଚାଲିଛି । ୧୨ଟି ପଞ୍ଚାୟତରେ ଜମି ଆବଶ୍ୟକ ଅଛି, ୬ଟି ପଞ୍ଚାୟତରେ ଗ୍ରାମସଭା ସରିଛି । ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ ସବୁ କିଛି ତଦାରଖ କରୁଛି କହିଛନ୍ତି ମନ୍ତ୍ରୀ । ଢେଙ୍କାନାଳ ପ୍ରକଳ୍ପ ପାଇଁ ଜମି ଅଛି, ଆଉ ଆବଶ୍ୟକ ଜମି ଅଧିଗ୍ରହଣ ହେବେ । ଏବେ ସରକାରଙ୍କ ଉପରେ ଭରସା କରି ବଡ କଂପାନୀ ପୁଣି ଓଡିଶା ଫେରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking