35.2 C
Bhubaneswar
Tuesday, April 21, 2026
Homeଓଡିଶାବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ୪ ଦିନ ବୃଦ୍ଧି

ବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ୪ ଦିନ ବୃଦ୍ଧି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଛୁଟି ୪ ଦିନ ବଢିଲା । ୨୨ରୁ ୨୫ ତାରିଖ ଯାଏଁ ଛୁଟି ବୃଦ୍ଧି କଲା ଜିଲ୍ଲା ପ୍ରଶାସନ । ସିଲାବସ ଶେଶ କରିବା ପାଇଁ ଅନଲାଇନରେ କ୍ଲାସ ସକାଶେ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଏବଂ ଅଧୟାପକ ସ୍କୁଲ, କଲେଜକୁ ଆସି ଅନଲାଇନ କ୍ଲାସ କରିବେ । ଅଙ୍ଗନବାଡି କର୍ମୀ ରନ୍ଧା ଖାଦ୍ୟ ବଦଳରେ ପିଲାଙ୍କ ଘରେ ରାସନ ପହଞ୍ଚାଇବେ । ଯଦି ପରୀକ୍ଷା ଥାଏ ତାହାଲେ ଧାର୍ଯ୍ୟ ସୂଚୀ ଅନୁସାରେ ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking