ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗରେ ବିଜେପିକୁ ସପ୍ତଗିରି ଉଲ୍ଲାକା ଟାର୍ଗେଟ କରିଛନ୍ତି । ୨୦୨୩ରେ ବିଲ ପାରିତ ପାରିତ ହୋଉଥିଲେ ବି କାହିଁକି କାର୍ଯ୍ୟକାରୀ କଲେନି । ତାହା ଅର୍ଥ ମହିଳାଙ୍କ ପ୍ରତି ସମ୍ମାନ ନାହିଁ । ମହିଳା ବିଲ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ଥିଲା ଅସଲ ଉଦ୍ଦେଶ୍ୟ କିଛି ରାଜ୍ୟରେ ନିର୍ବାଚନ ଚାଲୁଥିବା ବେଳେ ଏହା ବିଜେପିର ଏକ ଚାଲ । ମହିଳାଙ୍କୁ ମିଛ କହୁଛନ୍ତି ମୋଦି ସରକାର, ତାଙ୍କ ଚାଲକୁ ଲୋକେ ବୁଝି ସାରିଛନ୍ତି । ବିଜେପି ଗାଁକୁ ଯାଇ ଲୋକଙ୍କୁ ବୁଝାଇଲେ ଆମେ ବି କାଉଣ୍ଟର କରିବୁ ।










