34.1 C
Bhubaneswar
Friday, April 24, 2026
Homeଓଡିଶାବିଜେଡିର ମହିଳା ବିରୋଧୀ ଏଜେଣ୍ଡା: ଅମର

ବିଜେଡିର ମହିଳା ବିରୋଧୀ ଏଜେଣ୍ଡା: ଅମର

ଭୁବନେଶ୍ୱର: ମାନସ ମଙ୍ଗରାଜଙ୍କ ସତ୍ୟମେବ ଜୟତେ ମନ୍ତବ୍ୟକୁ ଅମର ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ଏହା ଓଡିଶା ପାଇଁ ବିଜୟ ନଥିଲା , ବରଂ ଭାରତୀୟ ମହିଳାଙ୍କ ପାଇଁ ବିଶ୍ୱାସଘାତକତା । ବିଜେଡିର ମହିଳା ବିରୋଧୀ ଏଜେଣ୍ଡା ପଦାରେ ପଡିଛି । ବିଲକୁ ବିରୋଧ କରି ବିଜେଡି ପ୍ରମାଣ କରିଛି ସେମାନେ ମହିଳା ବିରୋଧୀ । ଓଡିଶାର ସମସ୍ତ ବିଜେପି ସାଂସଦ ମହିଳା ଓ ସମ୍ବିଧାନିକ ନ୍ୟାୟ ସହିତ ଛିଡା ହୋଇଥିଲେ । ଓଡିଶାର ଜନତାଙ୍କୁ ଶସ୍ତା ପ୍ରଚାର ଦ୍ୱାରା ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking