29.1 C
Bhubaneswar
Saturday, May 16, 2026
Homeଓଡିଶାଗ୍ୟାସ ସମସ୍ୟାକୁ ନେଇ ନବରଙ୍ଗପୁରରେ ରାସ୍ତା ଅବରୋଧ

ଗ୍ୟାସ ସମସ୍ୟାକୁ ନେଇ ନବରଙ୍ଗପୁରରେ ରାସ୍ତା ଅବରୋଧ

 ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ ସମସ୍ୟାକୁ ନେଇ କଂଗ୍ରେସ ଓ ଗ୍ୟାସ ଉପଭୋକ୍ତାଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଉମରକୋଟଠାରୁ ନବରଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରାଯାଇଛି । ଉମରକୋଟ ସହରର ମେଡିକାଲ ଛକ ନିକଟରେ କଂଗ୍ରେସ ଓ ଗ୍ୟାସ ଉପପଭୋକ୍ତାଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଦୀର୍ଘଦିନ ହେଲା ଉମରକୋଟ ସହରାଞ୍ଚଳ ଉପଭୋକ୍ତାଙ୍କୁ ଠିକ ସମୟରେ ଗ୍ୟାସ ମିଳୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ଛିଡା ହୋଇ ରହିଛି । ନବରଙ୍ଗପୁର ଓ ଉମରକୋଟକୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking