27.1 C
Bhubaneswar
Monday, April 13, 2026
Homeଓଡିଶାଆଜିଠୁ ସମଲେଶ୍ୱରୀ ମନ୍ଦିର ସଫେଇ ବନ୍ଦ

ଆଜିଠୁ ସମଲେଶ୍ୱରୀ ମନ୍ଦିର ସଫେଇ ବନ୍ଦ

ସମ୍ବଲପୁର: ଆଜିଠାରୁ ସଫା ହେବନି ସମଲେଶ୍ୱରୀ ମନ୍ଦିର । ସଫେଇ କର୍ମଚାରୀଙ୍କ ଦାବି, ଆଗ ବାକି ଦରମା ଦିଅ ପରେ କାମ । ସମଲେଶ୍ୱରୀ ମନ୍ଦିରରେ କାମ କରିଥିବା ସଫେଇ କର୍ମଚାରୀ, ପାଇପ ମିସ୍ତ୍ରୀ, ମାଲିଙ୍କୁ ୩ ମାସ ହେଲା ଦରମା ମିଳିନି ।ବାରମ୍ବାର ଅଭିଯୋଗ ପରେ ବି ଶୁଣୁନାହାନ୍ତି ଅଧିକାରୀ । ଯାହାଫଳରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଶତାଧିକ ସଫେଇ କର୍ମଚାରୀ । OBCC ଟଙ୍କା ଦେଉନଥିବାରୁ ଦରମା ଦେବାକୁ ସମସ୍ୟା ହେଉଥିବା କହିଛନ୍ତି SMC କମିଶନର ରେହାନ ଖତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking