27.1 C
Bhubaneswar
Wednesday, April 8, 2026
Homeଓଡିଶାଗଣତି ମଣତି ପାଇଁ ସମୟସୀମା ନାହିଁ: ଗଜପତି

ଗଣତି ମଣତି ପାଇଁ ସମୟସୀମା ନାହିଁ: ଗଜପତି

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତି ମଣତି ଅନୁଧୟାନ କଲେ ଗଜପତି ମହାରାଜା । ଅନୁଧ୍ୟାନ କରିବା ପରେ ଗଜପତି ମହାରାଜା ସୂଚନା ଦେଇଛନ୍ତି । ଆଜିଠୁ ମହାପ୍ରଭୁଙ୍କ ବାହାର ରତ୍ନଭଣ୍ଡାର ଗଣତି ମଣତି ଆରମ୍ଭ ହୋଇଛି । ଗଣତି ମଣତି ଟେକ୍ନିକାଲ କରାଯାଉଛି, ଥ୍ରିଡି ମ୍ୟାପିଂ କରାଯାଉଛି ।ଟିକେ ସମୟ ଲାଗୁ ପଛେ ଭଲ ଭାବେ କରାଯିବା ଦରକାର । ଭବିଷ୍ୟତରେ ଯେପରି ଦ୍ୱନ୍ଦ୍ୱ ସୃଷ୍ଟି ନ ହେଉ । ତେଣୁ ଗଣତି ମଣତି ପାଇଁ ସମୟସୀମା ରଖିପାରିବା ନାହିଁ । ସୂଚନାଥାଉକି, ଆଜି ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ଗଣତି ମଣତି ଚାଲିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking