26.4 C
Bhubaneswar
Tuesday, April 7, 2026
Homeଓଡିଶାହାଇଓ୍ବାକୁ ପିଟିଲା ଆମ ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହାଇଓ୍ବାକୁ ପିଟିଲା ଆମ ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ ନିକଟରେ। ୩୭ ନଂ ଆମ ବସ ଯାତ୍ରୀ ନେଇ ଭୁବନେଶ୍ୱର ଯାଉଥିଲା। ୟଦୁର୍ଘଟଣାରେ ଆମ ବସ୍‌ର ୨ଟି କାଚ ଭାଙ୍ଗି ଯାତ୍ରୀଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking