28.9 C
Bhubaneswar
Tuesday, June 30, 2026
Homeଓଡିଶାଗୋ-ମାଫିଆଙ୍କ ଘରୁ ୧୨ ଲକ୍ଷରୁ୍ ଅଧିକ ନଗଦ ଟଙ୍କା ଜବତ

ଗୋ-ମାଫିଆଙ୍କ ଘରୁ ୧୨ ଲକ୍ଷରୁ୍ ଅଧିକ ନଗଦ ଟଙ୍କା ଜବତ

ଭଦ୍ରକ: ଗୋ-ମାଫିଆଙ୍କ ଘରେ ରେଡ । ଭଦ୍ରକ, ମୟୁରଭଞ୍ଜ ଓ ବାଲେଶ୍ବରେ ଜିଲ୍ଲାର ଏକାଧିକ ସ୍ଥାନରେ ପୋଲିସର ଚଢ଼ାଉ । ଭଦ୍ରକରେ ୮ଟି ଏବଂ ମୟୁରଭଞ୍ଜରେ ୧୫ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ୧୨ ଲକ୍ଷରୁ୍ ଅଧିକ ନଗଦ ଟଙ୍କା ଜବତ । ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦେଶରେ ଭଦ୍ରକ ରେ ୮ଟି ସ୍ଥାନରେ ଚାଲିଛି ରେଡ । ଜଣେ ଡ଼ିଏସପି ତିନି ଜଣ ଇନିଷ୍ପେକ୍ଟର, ୬ ପ୍ଲାଟୁନ ପୁଲିସ୍ ଫୋର୍ସ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

ଭଦ୍ରକରେ ଗୁଜି ଦରଡ଼ା, ଅଲାରପୁର, ସନ୍ତିଆ ଆଦି ଗାଁରେ ପୁଲିସ ଚଢ଼ାଉ କରିଛି । ଗୋରୁ ମାଫିଆ ଘରୁ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ସହ ସହ ଲକ୍ଷାଧିକ ମୂଲ୍ୟର ସୁନା ଗହଣା, ସହ ସହ ଦୁଇଟା ଖଣ୍ଡା ଗୋଟେ ବନ୍ଧୁକ ଜବତ କରାଯାଇଛି ।ଭୋର୍ରୁ ଅଚାନକ ପୋଲିସ ୮ଟି ଗୋ ମାଫିଆଙ୍କ ଘର ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଏମିତିକି ଚଢାଉ ବେଳେ କେତେକ ମାଫିଆ ସିକ୍ରେଟ ଚ୍ୟାମ୍ୱର୍ ରେ ଲୁଚିଥିବା ବେଳେ ପୋଲିସ ଠାବ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking