ଭୁବନେଶ୍ୱର : ୧୪ ବିଶ୍ୱବିଦ୍ୟାଳୟ ପାଇଁ ସୋମବାର କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ,
୧) ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ – ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି
୨) ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର – ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି।
୩) ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ – ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି
୪) ପ୍ରଫେସର ସଞ୍ଜୟ କୁମାର ପାତ୍ର – ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି
୫) ପ୍ରଫେସର ବ୍ୟୋମକେଶ ତ୍ରିପାଠୀ- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି
୬) ପ୍ରଫେସର ଅସୀମା ସାହୁ – ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି
୭) ପ୍ରଫେସର ପବନ କୁମାର ଅଗ୍ରୱାଲ – ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି
୮) ପ୍ରଫେସର ଶିବରାମ ତ୍ରିପାଠୀ – ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁଳପତି
୯) ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି – ଏମଏସସିବିଡି ବିଶ୍ୱବିଦ୍ୟାଳୟ କୁଳପତି
୧୦) ପ୍ରଫେସର ବିଭୂତି ଭୂଷଣ ମଲିକ – ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି
୧୧) ପ୍ରଫେସର ଜ୍ୟୋସ୍ନା କେବି ରାଉତ -ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି
୧୨) ପ୍ରଫେସର ପ୍ରଭାତ କୁମାର ମହାପାତ୍ର- ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି
୧୩) ପ୍ରଫେସର ହୃଷିକେଶ ସେନାପତି – ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ କୁଳପତି
୧୪) ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ – ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି










