28.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶ୨ ମାସ ପର୍ଯ୍ୟନ୍ତ ଅଶୋଧିତ ତୈଳ ମହଜୁଦ ରହିଛି

୨ ମାସ ପର୍ଯ୍ୟନ୍ତ ଅଶୋଧିତ ତୈଳ ମହଜୁଦ ରହିଛି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ନେଇ ବିଭାଗୀୟ ଯୁଗ୍ମ ସଚିବ ବଡ ସୂଚନା ଦେଇଛନ୍ତି । କହିଛନ୍ତି, ୨ ମାସ ଯାଏଁ ଦେଶରେ ଅଶୋଧିତ ତୈଳ ମହଜୁଦ ରହିିଛି । ଆସନ୍ତା ୨ ମାସ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରି ସାରିଛନ୍ତି । ରିଫାଇନାରୀ ଗୁଡିକ ପୂର୍ଣ୍ଣ କ୍ଷମତାରେ ଚାଲୁଛି କହିନ୍ତି ସୁଜାତା ଶର୍ମା । ୨ ମାସ ପୂର୍ବେ ବ୍ୟାରେଲ ୭୦ ଡଲାର ଥିଲା, ଏବେ ୧୦୦ ଡଲାର ଛୁଇଁଛି । ତଥାପି ଘରୋଇ ଉପଭୋକ୍ତାଙ୍କ ପାଇଁ ପେଟ୍ରୋଲ, ଡିଜେଲ ଦାମ ବଢିନି । ୨୦୨୨ ଏପ୍ରିଲ ୬ ତାରିଖ ପରଠୁ ବଢିନି ପେଟ୍ରୋଲ , ଡିଜେଲ ଦାମ । ୨୦୨୪ ମାର୍ଚ୍ଚରେ ପେଟ୍ରୋଲ , ଡିଜ୍ଲ ଦାମ ଲିଟର ପିଛା ୨ ଟଙ୍କା କମିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking