38.7 C
Bhubaneswar
Thursday, June 18, 2026
Homeଓଡିଶାବିରୋଧୀଙ୍କ ଷଡଯନ୍ତ୍ରର ଶିକାର ଚାମେଲି: ଦୁର୍ଗାପ୍ରସନ୍ନ

ବିରୋଧୀଙ୍କ ଷଡଯନ୍ତ୍ରର ଶିକାର ଚାମେଲି: ଦୁର୍ଗାପ୍ରସନ୍ନ

କେନ୍ଦ୍ରାପଡା: ଚାମେଲି ପ୍ରସଙ୍ଗରେ ପ୍ରଥମ କରି ମୁହଁ ଖୋଲିଲେ ମହାକାଳପଡା ବିଧାୟକ । ବିରୋଧୀଦଳ ଷଡଯନ୍ତ୍ରର ଶିକାର ହୋଇଛନ୍ତି ସାନ ଭଉଣୀ ଚାମେଲି । ଏଠିକାର ଯେଉଁ ପ୍ରତ୍ୟାଖ୍ୟାତ ନେତା ଅଛନ୍ତି ସେମାନଙ୍କୁ ଲୋକେ ଚାହୁଁ ନାହାନ୍ତି । କାମରେ ନୁହେଁ, କ୍ୟାମେରା ଆଗରେ ରହିବାକୁ ଚାହୁଁଛନ୍ତି ବିରୋଧୀ । ୨୪ ବର୍ଷର ସ୍ଥାୟୀ ସରକାର ଭ୍ରଷ୍ଟାଚାରରେ ବୁଡି ରହିଥିଲେ । ଏବେ ବିରୋଧୀଦଳରେ ରହି ୨୪ ମାସର ସରକାରକୁ ଉଣ୍ଡାଳୁଛନ୍ତି । ସୂଚନା ଥାଉକି, ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଆଜି ଚିକିତ୍ସାଳୟରୁ ଡିସଚାର୍ଜ କରାଯାଇଛି । ତଥାପି ୧୧ ତାରିଖ ବଦଳରେ କାହିଁକି ୧୩ ତାରିଖ ଲେଖାଗଲା ପ୍ରେସକ୍ରିପସନରେ ବୋଲି ତାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ପୂର୍ବରୁ ପୋଲିସଙ୍କୁ ମାଡ ମାରିବା ଅଭିଯୋଗରେ ଯେଉଁ ସବୁ ଦଫା ଲଗାଯାଇଥିଲା ତାହା ସବୁ ୍‌ରତ୍ୟାହାର କରାଯାଇ ତାଙ୍କୁ ଜାମିନ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking