ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ଶିଶୁ ନିଖୋଜ ମାମଲା । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ୨୦୨୪ରେ ୬୮୩୮ ଶିଶୁ ନିଖୋଜ ଅଛନ୍ତି । ୫୯୪୨ ନିଖୋଜ ଶିଶୁ ଉଦ୍ଧାର ହୋଇଥିଲେ । ୨୦୨୫ରେ ନିଖୋଜ ସଂଖ୍ୟା ବଢି ୮୨୦୬ରେ ପହଞ୍ଚିଲା । କେବଳ ୬୦୩୬ ଜଣ ଉଦ୍ଧାର ହୋଇଛନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ।










