31.1 C
Bhubaneswar
Thursday, May 14, 2026
Homeଓଡିଶା୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ଯୁବକ ମୃତ

୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ଯୁବକ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ସାନ୍ତରାପୁର ଛକ ନିକଟ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ । ମୃତ ଯୁବକ ଜଣକ ତୁକୁଡା ମୁଣ୍ଡା ସାହିର ଅନିଲ ପ୍ରଧାନ । ଭଉଣୀ ଘରକୁ ସାବିତ୍ରୀ ଭାର ନେଇ ବାପ ଝିଅ ଅନୁଗୁଳ ଯାଉଥିଲେ । କିନ୍ତୁ ସୌଭାଗ୍ୟବଶତଃ ତାଙ୍କ କୁନି ଝିଅ ର କୌଣସି କ୍ଷତି ହଇନାହିଁ । ଅନିଲ ବାଇକରେ ଯାଉଥିଲେ । ଅନୁଗୁଳରୁ ଜରପଡା ଆସୁଥିବା ଟ୍ରକ ଧକ୍କା ଦେବାରୁ ଅନିଲ ମୃତ୍ୟୁବରଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking