31.1 C
Bhubaneswar
Monday, November 23, 2026
Homeଓଡିଶାପରିବା ଦରରେ ଖାଉଟି ହନ୍ତସନ୍ତ

ପରିବା ଦରରେ ଖାଉଟି ହନ୍ତସନ୍ତ

ଭୁବନେଶ୍ୱର : ଡରାଉଛି ପରିବା ଦର । ଶହେ ଟଙ୍କା ତଳକୁ ନାହିଁ କୌଣସି ପରିବା । ପିଆଜ ଦର ବି କରୁଛି ନାକେଦମ୍ । ପଞ୍ଚୁକ ପାଇଁ ଆମିଷ ଛାଡ଼ି ସାଧା ଖାଉଛନ୍ତି ଲୋକେ । ହେଲେ ହାଟକୁ ଗଲେ ଖାଉଟିଙ୍କ ପକେଟ୍ ଖାଲି । ନିଆଳି ସାପ୍ତାହିକ ହାଟରେ ଦର ଶୁଣି ମୁହଁ ଫେରାଉଛନ୍ତି ଗ୍ରାହକ ।ପରିବା ହାଟକୁ ଗଲେ ଡର ଲାଗୁଛି । କେଉଁ ପରିବା କିଣିବେ, କେତେ କିଣିବେ? ସବୁ ପରିବାର ଦର ଆକାଶଛୁଆଁ । କୌଣସି ପରିବା ଶହେ ଟଙ୍କା ତଳକୁ ନାହିଁ । ସେପଟେ ପିଆଜ ଦର ବି ଖାଉଟିଙ୍କୁ କନ୍ଦାଉଛି । ଏବେ ପଞ୍ଚୁକ ଚାଲିଥିବାରୁ ଅନେକ ଲୋକ ଆମିଷ ଛାଡ଼ି ସାଧା ଖାଦ୍ୟ ଖାଉଛନ୍ତି । ହେଲେ ପରିବା ଦର ଏମିତି ବଢ଼ିଛି ଯେ, ଖାଉଟିଙ୍କ ଅଣ୍ଟା ଭାଙ୍ଗିଗଲାଣି । ନିଆଳି ସାପ୍ତାହିକ ହାଟରେ ଦର ଶୁଣି ଗ୍ରାହକ ହତାଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking