31.1 C
Bhubaneswar
Thursday, May 14, 2026
Homeଓଡିଶାପେଟ୍ରୋଲ-ଡିଜେଲ ବ୍ୟବହାର: ଆସିପାରେ ବଡ଼ ନିଷ୍ପତ୍ତି

ପେଟ୍ରୋଲ-ଡିଜେଲ ବ୍ୟବହାର: ଆସିପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ ବ୍ୟବହାର ନେଇ ରାଜ୍ୟରେ ଆସିପାରେ ବଡ଼ ନିଷ୍ପତ୍ତି। ଆଜି ସରକାରୀ ସ୍ତରରେ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଏନେଇ ସଂକେତ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁଗର୍ଗ। ସେ କହିଛନ୍ତି ସରକାରୀ ସ୍ତରରେ ଅନେକ ପଦକ୍ଷପ ନିଆଯାଉଛି। ମୁଖ୍ୟମନ୍ତ୍ରୀ ନିଜ କାରକେଡ଼କୁ ଅଧା କରୁଛନ୍ତି। ଆଗକୁ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କିଛି ନିର୍ଦ୍ଦେଶ ଜାରି ହୋଇପାରେ। ସରକାରୀ ଗାଡ଼ି ପାଇଁ ବି କିଛି କଟକଣା ଆସିପାରେ। ପବ୍ଲିକ ଟ୍ରାନ୍ସପୋର୍ଟ ବାଧ୍ୟତାମୂଳକ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking