33.1 C
Bhubaneswar
Thursday, February 26, 2026
Homeଦେଶ ବିଦେଶଏନସିଆରଟି ବହି ବିବାଦ: ସୁପ୍ରିମକୋର୍ଟ କ୍ଷୁବ୍ଧ

ଏନସିଆରଟି ବହି ବିବାଦ: ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ଏନସିଆରଟି ବହି ବିବାଦକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ନ୍ୟାୟପାଳିକା ଉପରେ ଏହା ଆକ୍ରମଣ କହିଲେ ପ୍ରଧାନ ବିଚାରପତି । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ଏହା ଦ୍ୱାରା କଣ ଶିଖିବେ ବୋଲି ପ୍ରଶ୍ନ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଯଦି ଏହା ଆପଣ ପଢାଇବେ କଣ ସନ୍ଦେଶ ଯିବ ଏହା ଗଭାର ଷଡଯନ୍ତ୍ର ବୋଲି ଲାଗୁଛି । ଏହା ପଛରେ କିଏ ଜାଣିବାକୁ ଚାହୁଁଛୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେବେ ଉତ୍ତର ଦାୟୀ ସ୍ଥିର ନହେବା ଯାଏଁ ମାମଲା ଚାଲୁ ରହିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏନସିଇଆରଟିର ଅଷ୍ଟମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି । ବହିର ପ୍ରତିଟି ସଫ୍ଟ ଓ ହାର୍ଡ କପିକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଓ ଏନସିଇଆରଟି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । କଣ ପାଇଁ ଅଦାଲତ ଅବମାନନା ହେବନି ସେନେଇ ସୋକଜ ନୋଟିସ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking