22.1 C
Bhubaneswar
Tuesday, February 17, 2026
Homeଓଡିଶାମାର୍ଚ୍ଚ ୭ରେ ଓଡିଶା ଆସିବେ ଅମିତ ଶାହ

ମାର୍ଚ୍ଚ ୭ରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ୱର: ମାର୍ଚ୍ଚ ୭ରେ ଦିନିକିଆ ଓଡଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ।କଟକ ମୁଣ୍ଡୁଳି ଯାଇ ସିଆରପିଏଫ ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ନକ୍ସଲ ଦମନ ଓ ଭାରତୀୟ ନୟାୟ ସଂହିତାର ସମୀକ୍ଷା କରିପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking