30.1 C
Bhubaneswar
Sunday, February 8, 2026
Homeଓଡିଶାବିକ୍ରମ ପଣ୍ଡାଙ୍କ ଅଭିଯୋଗକୁ ଅଧୀକ୍ଷକଙ୍କ ଖଣ୍ଡନ

ବିକ୍ରମ ପଣ୍ଡାଙ୍କ ଅଭିଯୋଗକୁ ଅଧୀକ୍ଷକଙ୍କ ଖଣ୍ଡନ

ବ୍ରହ୍ମପୁର: ବିକ୍ରମ ପଣ୍ଡାଙ୍କ ଅଭିଯୋଗକୁ ଖଣ୍ଡନ କଲେ ଜେଲ୍ ଅଧୀକ୍ଷକ । ଜେଲ୍‌ରେ ୪ ମାସ ହେଲା ଅସୁବିଧା ହେଉଥିବା ଅଭିଯୋଗ ଖଣ୍ଡନ କଲେ । ସେ କେବେ ଜେଲ୍ ଭିତରେ ଅସୁବିଧା ନେଇ ମୋତେ ଜଣାଇ ନାହାନ୍ତି କହିଲେ ଅଧୀକ୍ଷକ । ସବୁ ଜେଲ୍ ଅନ୍ତେବାସୀଙ୍କୁ ଦିଆଯାଇଥିବା ଖାଦ୍ୟ ତାଙ୍କୁ ଦିଆଯାଉଥିଲା । ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ବିକ୍ରମ ପଣ୍ଡା କହିଥିଲେ ଯେ ମୋତେ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦେଶ, ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ଫସା ଯାଇଛି । ମୋତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି । ୪ ମାସ ହେଲା ଜେଲ୍ ଭିତରେ ବି ଅସୁବିଧା କରାଯାଉଛି । ନ୍ୟାୟପାଳିକା ଉପରେ ପୂରା ଭରସା ରହିଛି, ନ୍ୟାୟ ପାଇବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking