22.1 C
Bhubaneswar
Wednesday, December 10, 2025
Homeଓଡିଶାପୋଲିସ ଏସଆଇ ସ୍କାମ୍‌: ୨ ଦିନିଆ ରିମାଣ୍ଡରେ ଗଲା ନିତିଶ

ପୋଲିସ ଏସଆଇ ସ୍କାମ୍‌: ୨ ଦିନିଆ ରିମାଣ୍ଡରେ ଗଲା ନିତିଶ

ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ୍ ଘଟଣାରେ ୨ ଦିନିଆ ରିମାଣ୍ଡରେ ଗଲା ନୀତିଶ କୁମାର । ନୀତିଶ କୁମାରଙ୍କୁ ବିହାରରୁ ଗିରଫ କରିଥିଲା ସିବିଆଇ । କାଲିଠାରୁ ରିମାଣ୍ଡରେ ଯିବେ ଅନ୍ୟ ୪ ଅଭିଯୁକ୍ତ । ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶନୀ ସାମଲ ରିମାଣ୍ଡରେ ଯିବେ । ସୂଚନାଯୋଗ୍ୟ, ଆଜି ସକାଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବିହାରରୁ ନୀତିଶକୁ ଉଠାଇ ଆଣି ଭୁବନେଶ୍ବରର ସିବିଆଇ କାର୍ଯ୍ୟାଳୟରେ ଝାଳବୁହା ଜେରା କରିଥିଲାଏହା ସହ ସିବିଆଇ ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମଧ୍ୟ ମାରାଥନ୍‌ ଜେରା କରିଥିଲେ

ଏସ୍‌ଆଇ କେଳେଙ୍କାରୀ: ସିବିଆଇ ହାତରେ ନୀତିଶ ବିହାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking