22.1 C
Bhubaneswar
Friday, February 6, 2026
Homeଓଡିଶାତଡ଼ି ପାର ହେଲେଣି ୪୯ ବାଂଲାଦେଶୀ

ତଡ଼ି ପାର ହେଲେଣି ୪୯ ବାଂଲାଦେଶୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ କାଳୀନ ଅଧିବେଶନର ଚତୁର୍ଥ ଦିନ । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଭିନ ବିଭାଗର ମନ୍ତ୍ରୀ ବିଧୟିକାଙ୍କ ପ୍ରଶ୍ନ ର ଉତ୍ତର ରଖୀଛନ୍ତି । ବାଂଲାଦେଶୀ ଚିହ୍ନଟ ଘଟଣାରେ ଗୌତମ ବୁଦ୍ଧ ଦାସ ମୁଖ୍ୟ ମନ୍ତ୍ରୀକୁ ପ୍ରଶ୍ନ ପଚାରିଛନ୍ତି ଯେ ଓଡିଶାରେ ନୂଆ ସରକାର ଆସିବା ପରଠୁ ରାଜ୍ୟରେ ମୋଟ କେତେଜଣ ଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଆଇନଗତ ଭାବେ ବାଂଲାଦେଶୀ ଚିହ୍ନଟ ହୋଇଛ ନିଜ ଦେଶକୁ ପଠାଯାଇଛି ତାହାର ଜିଲ୍ଲାୱାରି ବିବରଣୀ ପ୍ରଦାନ ନୂଆ ସରକାର ଆସିବା ପରେ ଚିହ୍ନଟ ହେଲେଣି ୫୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୪୯ ଜଣ ଙ୍କୁ ବାଂଲାଦେଶ ପଠା ଗଲାଣି।ଖୋର୍ଦ୍ଧା ୨୪, କଟକ ରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟ ୧ ବାଂଲାଦେଶୀ ଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପଠା ଯାଇଛି।୨ ଜଣ ଜାଲି ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି।ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରଜ୍ଜୁ କରାଯାଇଛି।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking