21.1 C
Bhubaneswar
Monday, December 8, 2025
Homeଓଡିଶାରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ: ମନ୍ତ୍ରୀ

ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆହୁରି କହିଛନ୍ତି, ସରକାର ଆସିବା ପରେ ଗୋଟିଏ ଫେଜ ହୋଇଛି । ଆଗକୁ ମଧ୍ୟ କରାଯିବ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଆଭିମୁଖ୍ୟ କଠୋର କରାଯାଇଛି । ଯେଉଁଠି ଅଛନ୍ତି ଚିହ୍ନଟ କରାଯିବ, ସେମାନଙ୍କ କାମକୁ ତଦାରଖ କରାଯିବ । ସେମାନଙ୍କୁ ଡିପୋର୍ଟ ମଧ୍ୟ କରାଯିବ । ଏନେଇ ନିଷ୍ପତ୍ତି ନିଆଯାଇଛି । ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି । କୋଷ୍ଟଗାର୍ଡ ନଜର ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking