24.1 C
Bhubaneswar
Sunday, December 7, 2025
Homeଓଡିଶାଓଡିଶା ରାଜନୀତିରେ ନୂଆ ଅଧ୍ୟାୟ: ମୁଖ୍ୟମନ୍ତ୍ରୀ

ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ: ମୁଖ୍ୟମନ୍ତ୍ରୀ

ନୂଆପଡା: ନୂଆପଡା ଉପନିର୍ବାଚନକୁ ନେଇ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ନୂଆପଡା ବିଜୟ ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।  ସରକାରଙ୍କ ନୀତି , ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି  ଲୋକଙ୍କ  ଆସ୍ଥାକୁ ପ୍ରମାଣିତ କରୁଛି । ବିରୋଧୀଙ୍କୁ  ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଶ୍ୱକୁ ସମର୍ଥନ କରି ଲୋକେ ବିଜେପିକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି । ଦେଶରେ ମୋଦିଙ୍କ ନେତୃତ୍ୱ ବିକାଶର ଏକମାତ୍ର ପରିଭାଷା ।  ମୋଦିଙ୍କ ମାର୍ଗର୍ଶନରେ ରାଜ୍ୟର ବିକାଶ ପାଇଁ ଦିନରାତି କାମ କରି ଚାଲିଛି । ନୂଆପଡାବାସୀଙ୍କ ସମର୍ଥନରେ ଆମକୁ ନୂଆ ପ୍ରେରଣା ଓ ଶକ୍ତି ଦେଇଛି । ଆମେ ନୂଆପଡାବାସୀଙ୍କର ବିକାଶ ପାଇଁ ସଂପୂର୍ଣ୍ଣ  ପ୍ରତିଶ୍ରୁତିବଦ୍ଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking