26.1 C
Bhubaneswar
Wednesday, December 17, 2025
Homeଓଡିଶାଏ ବିଜୟର ଶ୍ରେୟ ନୂଆପଡାବାସୀଙ୍କର: ଜୟ

ଏ ବିଜୟର ଶ୍ରେୟ ନୂଆପଡାବାସୀଙ୍କର: ଜୟ

ନୂଆପଡା: ନୂଆପଡା ଉପନିର୍ବାଚନରେ ୮୩ ହଜାର ୭୪୮ ଭୋଟରେ ଜିତିଲେ ଜୟ ଢୋଲକିଆ । ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଛି। ବିଜୟ ପରେ ଜୟ ଢୋଲକିଆଙ୍କ ବୟାନ। ନୂଆପଡାବାସୀଙ୍କୁ ବିଜୟର ଶ୍ରେୟ ଦେଲେ ଜୟ ଢୋଲକିଆ । ନୂଆପଡାବାସୀଙ୍କୁ ବିଜୟର ଶ୍ରେୟ ଦେବା ସହ ସେ ଆହୁରି କହିଛନ୍ତି ଯେ ଏ ବିଜୟ ମୋଦୀଙ୍କ ବିଜୟ, ବିଜେପିର ବିଜୟ । ଏ ବିଜୟ ମୋ ବାପାଙ୍କ ବିଜୟ। ଏ ବିଜୟ ମୋହନ ମାଝୀଙ୍କ ବିଜୟ। ବିଜୟ ପରେ ଜୟ ଢୋଲକିଆ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି। ଏହା ପରେ ସେ ଖୁବ ଶୀଘ୍ର ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏଥି ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବେ ବୋଲି ସୂଚନା ମିଳିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking