18.1 C
Bhubaneswar
Saturday, December 6, 2025
Homeଓଡିଶାରେଭେନ୍ସା ହଷ୍ଟେଲରେ ୧୫ରୁ ଅଧିକ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ

ରେଭେନ୍ସା ହଷ୍ଟେଲରେ ୧୫ରୁ ଅଧିକ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ

କଟକ: କଟକ ରେଭେନ୍ସା  ବିଶ୍ୱବିଦ୍ୟାଳୟର ୧୫ରୁ ଅଧିକ  ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।  ଆକ୍ରାନ୍ତଙ୍କୁ କଟକ  ଏସସିବି ମେଡିକାଲରେ  ଭର୍ତ୍ତି  କରାଯାଇଛି ।  ଗତ ରାତିରେ  ଇଷ୍ଟ  ହଷ୍ଟେଲରେ  ଛାତ୍ରମାନେ ଖାଦ୍ୟ  ଖାଇବା ପରେ  ହଠାତ ଅସୁସ୍ଥ ହୋଇପଡିଥିଲେ ।  ସଙ୍ଗେସଙ୍ଗେ ସେମାନଙ୍କୁ  ଏସସିବି ମେଡିକାଲରେ ଭର୍ତ୍ତି    କରାଯାଇଥିଲା ।   ସମସ୍ତ ଛାତ୍ରଙ୍କ  ବର୍ତ୍ତମାନ  ଚିକିତ୍ସା  ଚାଲିଥିବା ବେଳେ   ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।  ଦୂଷିତ ପାଣିରୁ  ଏଭଳି ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking