25.1 C
Bhubaneswar
Saturday, December 6, 2025
Homeଓଡିଶାନଭେମ୍ବର ୧୫ରେ ମହାନଦୀ ଶୁଣାଣି: ପୀତାମ୍ବର ଆଚାର୍ଯ୍ୟ

ନଭେମ୍ବର ୧୫ରେ ମହାନଦୀ ଶୁଣାଣି: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଲେ । ଓଡିସା ଓ ଛତିଶଗଡ ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି ଜଣାଇଲେ । ଅକ୍ଟୋବର ୨୮ରେ ଦୁଇ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବୈଠକ ହେବ । ଯେଉଁଥିରେ ପାଣି ବିଭାଜନ ଓ ପ୍ରକଳ୍ପ ଅନୁମୋଦନ ନେଇ ଚର୍ଚ୍ଚା ହେବ । ଇବ ପ୍ରକଳ୍ପ ଓ ଲୋୟର ସୁକତେଲ ଜଳପ୍ରକଳ୍ପ ପାଇଁ ୨ ରାଜ୍ୟ ସହମତ ।  ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ରେ ହେବ କହିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking