14.1 C
Bhubaneswar
Sunday, December 7, 2025
Homeଓଡିଶାନବୀନ ଛିଡା ହେଲେ ବି ବିଜେପି ଜିତିବ: ରବି ନାରାୟଣ

ନବୀନ ଛିଡା ହେଲେ ବି ବିଜେପି ଜିତିବ: ରବି ନାରାୟଣ

ଭୁବନେଶ୍ୱର: ଜୟ ଢୋଲକିଆ ବିଜେପିରେ  ମିଶିବା ଚର୍ଚ୍ଚାରେ ବିଜେପି ସାଂସଦ  ପ୍ରତିକ୍ରିୟା ରଖିଛନ୍ତି ।  ଜୟଙ୍କୁ ଦଳ ଗ୍ରହଣ କରିବ କହିଲେ ସାଂସଦ ରବି ନାରାୟଣ ବେହେରା । ନୂଆପଡା ଉପନିର୍ବାଚନ ନେଇ ଅନେକ ଆଶାୟୀ ଅଛନ୍ତି, ଜୟ ଆଗରେ । ନୂଆପଡାରେ ନବୀନ  ପଚ୍ଚନାୟକ ଛିଡା ହେଲେ ବି ବିଜେପି ଜିତିବ । ବିଜେଡି ଶୂନ୍ୟ ହୋଇଗଲାଣି । ଭାଙ୍ଗି ଭୁଙ୍ଗି ଲୋପ ପାଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking