21.1 C
Bhubaneswar
Saturday, February 14, 2026
Homeଓଡିଶାଜନବସତିରେ ହାତୀପଲ: ଆତଙ୍କିତ ସ୍ଥାନୀୟବାସୀ

ଜନବସତିରେ ହାତୀପଲ: ଆତଙ୍କିତ ସ୍ଥାନୀୟବାସୀ

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠକୁ ପଶି ଆସିଲେ ହାତୀପଲ । ହାତୀପଲରେ ପ୍ରାୟ ୪୫ଟି ହାତୀ ରହିଛନ୍ତି ।  ଗୋପୀନାଥପୁର ନିକଟରେ  ଏହି ହାତୀ ପଲ ଡେରା ପକାଇଛନ୍ତି । ଗାଡି ଭଙ୍ଗାରୁଜା କରିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ହାତୀପଲଙ୍କୁ ନେଇ ଭୟଭୀତ ହେଉଛନ୍ତି ସ୍ଥାନୀୟ ଲୋକମାନେ । ହାତୀପଲଙ୍କୁ ଘଉଡାଇବାକୁ  ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବନବିଭାଗର କର୍ମଚାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking