25.1 C
Bhubaneswar
Saturday, December 6, 2025
Homeଓଡିଶାଭିକ୍ଷକଙ୍କୁ ପିଟିପିଟି ହତ୍ୟା

ଭିକ୍ଷକଙ୍କୁ ପିଟିପିଟି ହତ୍ୟା

ଗଞ୍ଜାମ:  ଭିକ୍ଷୁକ ବୃଦ୍ଧଙ୍କୁ ପିଟିପିଟି ନିର୍ମମ ହତ୍ୟା । ଭଞ୍ଜନଗର ସୋରଡା ଗୋଚ୍ଛା ପଞ୍ଚାୟତ ସ୍ୱର୍ଗଦ୍ୱାର ଗାଁରେ ହତ୍ୟାକାଣ୍ଡ ଘଟିଛି ।  ମୃତକ ହେଉଛନ୍ତି  ବଡଗଡ ସିଙ୍ଗିପୁର ଗାଁର ।  ଭିକ୍ଷୁକ ବୃଦ୍ଧଙ୍କୁ ୨ ଜଣ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି   ଶବ ବ୍ୟବଚ୍ଚେଦ ପାଇଁ ମେଡିକାଲକୁ ପଠାଯାଇଛି ।  ହତ୍ୟାକାଣ୍ଡର କାରଣ କଣ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking