15.1 C
Bhubaneswar
Saturday, December 6, 2025
Homeଓଡିଶାଓକିଲଙ୍କ କଲମ ଛାଡ ଆନ୍ଦୋଳନ

ଓକିଲଙ୍କ କଲମ ଛାଡ ଆନ୍ଦୋଳନ

ଭୁବନେଶ୍ୱର: ସାରା ରାଜ୍ୟର ଆଇନଜୀବୀମାନଙ୍କ ସଂପୂର୍ଣ୍ଣ କଲମ ଛାଡ ଆନ୍ଦୋଳନ । ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକରେ କଲମ ଛାଡ ପାଇଁ ନିଷ୍ପତ୍ତି   ନେଇଛନ୍ତି ଆଇନଜୀବି ।  ସେମାନଙ୍କର ବିଭିନ୍ନ ଦାବି ରହିଛି । ଅଭିଯୁକ୍ତଙ୍କୁ ଗିରଫ ଓ ପୀତବାସଙ୍କ ପରିବାରକୁ  କୋଟିଏ ଟଙ୍କା  ସହାୟତା ଦାବି କରିଛନ୍ତି ଆଇନଜୀବୀ । ଉଚ୍ଚସ୍ତରୀୟ ବିଚାର ବିଭାଗୀୟ କମିସନ ଦ୍ୱାରା ତଦନ୍ତ ପାଇଁ  ପରିଷଦର ଦାବି ରହିଛି । ୩ ମାସ ଭିତରେ ହତ୍ୟାର କାରଣ  ଓ ଷଡଯନ୍ତ୍ର ନେଇ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଦାବି ରହିଛି । ଆଇନଜୀବୀଙ୍କୁ ଆବଶ୍ୟକ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ଆଇନଜୀବୀ  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking