17.1 C
Bhubaneswar
Wednesday, February 4, 2026
Homeଖେଳଟସ୍ ଜିତିଲା ଭାରତ: ନେଲା ବୋଲିଂ ନିଷ୍ପତି

ଟସ୍ ଜିତିଲା ଭାରତ: ନେଲା ବୋଲିଂ ନିଷ୍ପତି

ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ ଏସିଆ କପ୍ ୨୦୨୫ ଫାଇନାଲରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ତିନୋଟି ପରିବର୍ତ୍ତନ କରାଯାଇଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂହଙ୍କୁ ବାଦ୍ ଦିଆଯାଇ ସେମାନଙ୍କ ସ୍ଥାନରେ ଜସପ୍ରିତ ବୁମରାହ, ଶିବମ୍ ଦୁବେ ଏବଂ ରିଙ୍କୁ ସିଂହଙ୍କୁ ସାମିଲ କରାଯାଇଛି। ଭାରତ ପାଇଁ ଶିବମ୍ ଦୁବେ ପ୍ରଥମ ଓଭର ବୋଲିଂ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍ ଖେଳୁ ନଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପାକିସ୍ତାନ ଏହି ଓଭରରେ କେବଳ ଚାରି ରନ କରିପାରିଛି। ଦୁବେ ପ୍ରଥମ ଚାରି ବଲରେ କୌଣସି ରନ ଦେଇ ନଥିଲେ। ସେ ପଞ୍ଚମ ବଲରେ ଚୌକା ମାରିଥିଲେ। ଷଷ୍ଠ ବଲରେ ମଧ୍ୟ କୌଣସି ରନ ହୋଇନାହିଁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking