28.1 C
Bhubaneswar
Monday, August 31, 2026
Homeଓଡିଶାକାଠଯୋଡ଼ି ନଦୀରୁ ପୁଣି ଅଜଣା ମୃତଦେହ ଉଦ୍ଧାର

କାଠଯୋଡ଼ି ନଦୀରୁ ପୁଣି ଅଜଣା ମୃତଦେହ ଉଦ୍ଧାର

କଟକ : କାଠଯୋଡ଼ି ନଦୀରୁ ପୁଣି ଏକ ଅଜଣା ମୃତଦେହ ଉଦ୍ଧାର ହୋଇଛି । ସକାଳ ପ୍ରାୟ ୮ଟା ୨୦ ମିନିଟ୍ ସମୟରେ ଅଭିନବ ବିଡାନାସୀ ଅଗ୍ନିଶମ ସେବା କର୍ମଚାରୀମାନେ ଲାଲବାଗ ଥାନା ସମ୍ମୁଖ କାଠଯୋଡ଼ି ନଦୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଯାଇଛି ।ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ସୂଚନାଯୋଗ୍ୟ ଯେ, କଟକର କାଠଯୋଡ଼ି ଓ ମହାନଦୀ ନଦୀରୁ ନିୟମିତ ବ୍ୟବଧାନରେ ଏଭଳି ଅଜଣା ମୃତଦେହ ଉଦ୍ଧାର ହେଉଥିବା ଦେଖିବାକୁ ମିଳୁଛି, ଯାହାକି ସାଧାରଣରେ ଚିନ୍ତାର ବିଷୟ ପାଲଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking