22.1 C
Bhubaneswar
Saturday, February 14, 2026
Homeଓଡିଶାକ୍ୟାମ୍ପସରେ ୨୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା: ମୁଖ୍ୟମନ୍ତ୍ରୀ

କ୍ୟାମ୍ପସରେ ୨୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୧୫ ମାସରେ କ୍ୟାମ୍ପସରେ ଆତ୍ମହତ୍ୟା କଲେଣି ୨୨ ଛାତ୍ରଛାତ୍ରୀ । ବିଧାନସଭାରେ ଉଦବେଗ ଜନକ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ବିଭିନ୍ନ ସରକାରୀ ଓ ଘରୋଇ କ୍ୟାମ୍ପସରେ ଆତ୍ମହତ୍ୟା କରିଛନ୍ତି ଛାତ୍ରଛାତ୍ରୀ ।  ରାୟଗଡାରେ ୪ ଛାତ୍ର, କିଟରେ ୨ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝରରେ ୩, ବଲାଙ୍ଗିରରେ ୨ ଜଣ ଆତ୍ମହତ୍ୟା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking