କଟକ : ଉପର ପଡିଆରେ ବାଲିଯାତ୍ରା ।ୟୋଜନ ନହେବା ନିଷ୍ପତ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଟକ ବାରବାଟୀ ବିଧାୟିକା ସୋଫଇା ଫିର୍ଦ୍ଦୋସ । କହିଛନ୍ତି, ଉପର ପଡିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ । କିଛି ନହେଲେ ପ୍ରତୀକାତ୍ମକ ଭାବେ ବାଲିଯାତ୍ରା ହେବା ଆବଶ୍ୟକ । ଏହା କଟକବାସୀଙ୍କ ଭାବାବେଗର ବିଷୟ । ମୁଁ ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବି ।









