28.1 C
Bhubaneswar
Wednesday, February 4, 2026
Homeଓଡିଶାସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର

ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର

ପୁରୀ:ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର । ପୁରୀରେ ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଲାଇଫଗାର୍ଡ । ଉଦ୍ଧାର ପର୍ଯ୍ୟଟକ ଜଣଙ୍କ ନର୍ଥ  ୨୪ ପ୍ରଗଣାର । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡି ଯାଇଥିଲେ । ସାଙ୍ଗେ ସାଙ୍ଗେ ଉଦ୍ଧାର ବାହିନୀ ଟିମ ପହଞ୍ଚି  ଯୁବକଙ୍କୁ ଉଦ୍ଧାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking