18.1 C
Bhubaneswar
Thursday, February 5, 2026
Homeଓଡିଶାକୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ

କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ତହସିଲଦାର ଜମି ପଟାମାଲିକାନା ସତ୍ତ୍ବ ଦେବା ସମୟରେ କିଛି ଲୋକଙ୍କୁ ଅଣଦେଖା କରି କିଛି ଲୋକଙ୍କୁ ଅଧିକ ଅନୁକମ୍ପା ଘଟଣାରେ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହୋଇଛନ୍ତି।  ଏହି ଘଟଣାରେ ଆଗରୁ ତହସିଲଦାର ମିତାଲି ମଧୁସ୍ମିତା ଦଳେଇ ନିଲମ୍ବିତ ହୋଇଥିଲେ । ଗତ ୧୬ ତାରିଖ କୁଚିଣ୍ଡା ସଦର କୁଚିଣ୍ଡା ରାଜସ୍ବ ନିରୀକ୍ଷକ ଅର୍ଜୁନ ବାଗଙ୍କୁ ରାଜସ୍ବ ବିଭାଗ ନିଲମ୍ବନ କରିଛନ୍ତି। ଏହି ଘଟଣାରେ କୁଚିଣ୍ଡାର ରାଜେଶ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking