16.1 C
Bhubaneswar
Tuesday, December 9, 2025
Homeଓଡିଶାପେଟ୍ରୋଲ ପମ୍ପ, ସୁନା ଦୋକାନରେ ଠକେଇ: ମନ୍ତ୍ରୀ

ପେଟ୍ରୋଲ ପମ୍ପ, ସୁନା ଦୋକାନରେ ଠକେଇ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ  ନକଲି ମାପକ ଯନ୍ତ୍ରରେ ବିଭିନ୍ନ ସାମଗ୍ରୀ ବିକ୍ରି ନେଇ ଉଦବେଗ ପ୍ରକାଶ କରିଛନ୍ତି ମନ୍ତ୍ରୀ । ଚଢାଉ ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । ପେଟ୍ରୋଲ ପମ୍ପ, ସୁନା ଦୋକାନ, ଚିକେନ ଦୋକାନ ସବୁଠି ଓଜନରେ ଠକେଇ ।  ସୁନା ଦୋକାନ ଗୁଡିକ ଉପରେ ଚଢାଉ ବଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଫିସର ଚଳିତ ବର୍ଷ ଅଧିକ ଚଢାଉ କଲେ ଆସନ୍ତା ବର୍ଷ ପୁରସ୍କାର  ଦିଆଯିବ ।  ଯାହା ଆବଶ୍ୟକ ସେଥିପାଇଁ ସରକାର ସହାୟତା  ଯୋଗାଇ ଦେବେ ।  ବିଭାଗରେ ଖାଲି  ଥିବା ପଦବୀ ମଧ୍ୟ ପୂରଣ କରାଯିବ କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking